ODRAF Boat Mishap : Deceased Jawan’s Family Demands Compensation & Job
ODRAF Boat Mishap : Deceased Jawan’s Family Demands Compensation & Job
OdishaTV is Odisha’s no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website
News In Odia:
Android App:
iOS App:
Watch Live:
YouTube:
Watch our latest news in English:
Facebook:
OTV English Facebook :
Telegram @otvtelegram @otvkhabar
Twitter:
Instagram:
#OdishaTV #OTV
source
ଖେଳାଳି ଙ୍କୁ କୋଟି କୋଟି ଦିଆ ହଉଚି,ଆଉ ଯିଏ 500 ଲୋକ ଙ୍କ ଜୀବନ ବଞ୍ଚେଇ ଚି,ତା ପାଇଁ ,,
ସରକାର ସ ହୃଦୟତାର ସହ ବିଚାର କରନ୍ତୁ
Gote reporter ra family achhi ,au gote jawan Jia desha pai jiban deichi tara family nahi …aji paryanta govt kn pai declared karini se sahid boli … family demand kn pai accept karuni ,manisha manisha vitare ate partiality kn pai govt karuchi …
Kichhibi sahajiya karuni sarakar jete elesona asiba daudiasiba vhuto pae Abe Kan soi jaichi sarakar
Sita ram Bhai bisayare kahiki new asilani thiki kahicha mausa sarakar ku chapal darakar
Good thinking
Right demand
Good news
Job minijao please nobin sir
Right
ପରିବାର ଲୋକଙ୍କ ଦାବି ଯୁକ୍ତି ଯୁକ୍ତ ସରକାର ଦୃଷ୍ଟିଦେବା ଦରକାର
ଆଉ ଏ ନିୟୁଜ ଦେଖାନ୍ତୁ ନାହିଁ। ବାରମ୍ବାର ଏ ନ୍ୟୁଜ ଆଖିରେ ଦେଖିବା ବେଳକୁ ଏ ଆଖି ସହି ପାରୁନି। ସତରେ ବହୁତ ଦୁଃଖ ଲାଗୁଛି। ଆରେ ସେଠାରେ ଏତେ ଲୋକ ଥିଲେ କେହି ଜଣେ ଯଦି ଦୌଡ଼ି ସାହାର୍ଯ୍ୟରେ ନିଜେ ତଳକୁ ଓଲ୍ହାଇ ସେମାନଙ୍କୁ ଉଦ୍ଧାର କରିଥାନ୍ତେ। ଆରେ ସେତିକି ଆଉଟ ନଲେଜ ନାହିଁ। ସେମାନେ ପାଣି ଭିତରେ ଥିଲେ କେତେ କଷ୍ଟ ପାଉଥିଲେ ସେମାନେଙ୍କର କ୍ଷମତା ନଥିଲା ସେ ଦୌଡ଼ି ଧରିବାକୁ। କେହି ଜଣେ ପୋଲ ତଳକୁ ଦୌଡ଼ି ସାହାର୍ଯ୍ୟରେ ଯାଇ ତାଙ୍କୁ ଉଦ୍ଧାର କରିପାରିଲେ ନାହିଁ। ଯେତିକି ସମୟ ସେମାନେ ତାଙ୍କୁ ଦୌଡ଼ି ପକାଇ ବଞ୍ଚାଇବାକୁ ଚେଷ୍ଟା କରିଥିଲେ ସେତିକି ସମୟରେ ଟିକେ ଯଦି କେହି ଦୌଡ଼ି ସାହାର୍ଯ୍ୟରେ ତଳକୁ ଯାଇ ସେ ଦୁଇଜଣଙ୍କ ଜୀବନ ବଞ୍ଚାଇ ପାରିଥାନ୍ତେ। ଏତିକି କମନସେନ୍ସ ରହିବା ଦରକାର। ସେମାନେ ପାଣି ଭିତରେ ଥିଲେ ତାଙ୍କର ବଳ ତାଙ୍କର ନିଶ୍ୱାସ ପାଣି ଭିତରେ ହାରି ଯାଉଥିଲା। କେହି ଜଣେ ଯଦି ପୋଲ ତଳକୁ ଓଲ୍ହାଇ ଥାନ୍ତେ। ଆଉ ସେ ଜୀବନ ଦୁଇଟା ଏବେ ବଞ୍ଚି ଥାନ୍ତା।
Pura thik kahuchanti Mausa.. Govt tanka paribar katha sabu bujhantu..
You are right mausha, se amr deshar lagi jiban chaligala au jete bele jatiya pataka Uda nai Heba ,setebel tak Saba satkar karib nai,au amrdash ropoter knta amr heigala,au j desha liagi jibAn dei6n se amr nuhe,kny,ba ba re loka,mane,au Sarkar k b dhanya bat,
କୋଡିଏ ଲକ୍ଷ୍ୟ ଅନୁକମ୍ପା ରାଶି ସହାୟତା ଘୋଷଣା ପ୍ରଦାନ କରନ୍ତୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାବୁ ଏହି ପରି ଗୋଟିଏ ରିୟଲ୍ ହିରୋ କୁ ଅଣଦେଖା କରନ୍ତୁ ନାହିଁ। ସହାୟତା ପାଇବା ପାଇଁ ସେ ମାନଙ୍କ ପରିବାରର କୁ ସାହାଯ୍ୟ କରନ୍ତୁ ।
Kichhi habani nabini achhi
miliba darkar
Govt nihati suniba dorkar
Sitaram bhai society paine jeevan dele sata katha ..sarkar b kichi karibe ..hele body rakhi demand mane kana .. kana body rakhi demand karile sarkar jaldi sunibe ki .. kam se kam last samann aapan nka pariwar ta diantu na
Pua dead body rakhi swartha dekhuchi …pua body saha saudda karuchi ye budha ..
Chaakiri diajau taanka Stree ku khyati purana diajau
Government should give her service
Demand should fulfil
Jetoko poribar loko sarakaranku kahile……seguda dabi nuho sarakarankara kamo….
Jone janaseva karithiba sainya nku samman deba govt ro kartabya….kintu aithi dukhora bisoy j ….poribar loko mananku dabi karibaku poduchii…
Sarakar semananko sabu katha suniba darkar…..
It should not any injustice with him.. we lost both of our hero in that tragedy..RIP.MAY GOD HELP THEM TO TOLERATE THIS LOSS.
Swipe left or right to delete
ଜଣେ ପରୋପକାରୀ କର୍ତ୍ତବ୍ୟ ନିଷ୍ଠ କର୍ମଚାରୀ ଙ୍କ ପରିବାର ପାଇଁ ସରକାର କିଛି କରନ୍ତୁ । ତାଙ୍କ ପରିବାର ର ସମସ୍ତ ଦାବି ମାନି ନେବା ଉଚିତ୍ ।
Gov't help kariba uchita tank stree knku bi c gread job dihajahu
Odisa sarakar kana suchi dekhuni
Tank family ku help kara se b desa pai jiban deichanti
gvt plz accept karanthu tanka demand kahieki na se ta on duty re hie semiti hele………
Right
Yes sarakar job diajau tanka stree nku plz
ଜବାନ କୁ ସନମା ଦୋଉନି ସରକାର ପ୍ରଶାସନ କି ବାଳ ଚାକିରୀ